ଛୁଆପୁତାର୍‌ ସାଂଗେ

ଓଡ଼ିଆ ସାହିତ୍ୟ

ଛୁଆପୁତାର୍‌ ସାଂଗେ
ଘରେଁ ଛୁଆପୁତା ବଢ଼୍‌ଲା ବେଲେ କେହି ଧ୍ୟାନ୍‌ ନାଇଁଦେଲେ ବିଗ୍‌ଡ଼ି ଯାଏସି ଯୁଗେ ନାଇଁଜାନି କାଏଁ ମୁଠେ ବୁନିଥିଲେଁ ଦାଇ ଆନିହେସି ଭୁଗେ ଯାହା କର୍‌ସୁଁ ନିଶ୍‌ଚେ ମିଲ୍‌ସି ସେହି କର୍‌ମର୍‌ ଫଲ୍‌ ଯୁଆନ୍‌ ବେଲେ ଉଦୁର୍‌ଛା ହେଲେ ବୁଢ଼ା ବଏସେଁ ହେସୁଁ କଲ୍‌ବଲ୍‌ ଛୁଆପୁତା ଅଛନ୍‌ ଯାହାର୍‌ ସାଂଗେ ସେମାନେ ଭାଗ୍ୟବାନ୍‌ ସେମାନ୍‌କୁଁ ଦଉନ୍‌ ସବୁଠାନୁ ଜହ ଧ୍ୟାନ୍‌ ନିଜର୍‌ ବଏସର୍‌ ଲୋକ୍‌କୁଁ ଛାଡ଼ି ଛୁଆକଁର୍‌ ସାଂଗେ ମିଶୁଁ ମୁନୁଷ୍‌ ଜନମ୍‌ ପାଇଛନ୍‌ ଯେତେ କେହି ନାଇଁହଉନ୍‌ ପଶୁ ଆମର୍‌ ଚଲନ୍‌, ଆମର୍‌ ବେଭାର୍‌ ସାରା ଦୁନିଆକେ ଦିଶୁ

What's Your Reaction?

like

dislike

love

funny

angry

sad

wow